ବିଜ୍ଞପ୍ତି ସମୂହ
ଧନୁଯାତ୍ରା ସମ୍ପର୍କିତ ସାଧାରଣ ବିଜ୍ଞପ୍ତି ଏବଂ ସୂଚନା (Notifications)
ସାଧାରଣ ସୂଚନା
♦
ବର୍ଷ ବାଛନ୍ତୁ:
| କ୍ରମିକ ନଂ | ବିଷୟବସ୍ତୁ (Subject) | ବିଜ୍ଞପ୍ତି ନଂ | ତାରିଖ | ଲିଙ୍କ୍ |
|---|---|---|---|---|
| 1 | ବିଜ୍ଞପ୍ତି: କଳାକାର ଚୟନ (ମହାରାଜା କଂସ ଭୂମିକା) ପାଇଁ ଆବେଦନ - ବରଗଡ଼ ଧନୁଯାତ୍ରା ମହୋତ୍ସବ | #790001 | 31-10-2026 | Download |
| 2 | ଧନୁଯାତ୍ରା ନିମନ୍ତେ ଜର୍ଜ ହାଇସ୍କୁଲ ପଡିଆ ଓ RMC କାର୍ୟାଳୟ ପ୍ରାଙ୍ଗଣରେ ମିନାବଜାର ଓ ବିଭିନ୍ନ ମନୋରଞ୍ଜନ ପାଇଁ ଉପଯୋଗୀ କେବିନ/ଖାଲି ଜାଗା ଯୋଗାଇବା ପାଇଁ ଇଛୁକ ବ୍ୟକ୍ତିଠାରୁ ଦରଖାସ୍ତ ଧନୁଯାତ୍ରା ନିମନ୍ତେ ଜର୍ଜ ହାଇସ୍କୁଲ ପଡିଆ ଓ ନିୟନ୍ତ୍ରିତ କମିଟି ପ୍ରାଙ୍ଗଣରେ ଜଳ ପ୍ରତିରୋଧକ ଓ ଅଣ ଜଳ ପ୍ରତିରୋଧକ ପ୍ରସ୍ତୁତି ଦୋକାନ ନିର୍ମାଣ ତଥା ଗାଲିଚା ବିଛାଇବା ପାଇଁ ବିଜ୍ଞାପ୍ତି ମାଧ୍ୟମରେ ଇଛୁକ ବ୍ୟକ୍ତିଙ୍କ ଠାରୁ ପତ୍ରମୁଖରେ ଆହ୍ୱାନ। | #780002 | 04-12-2025 | Download |
| 3 | କଳାକାର ଚୟନ ପାଇଁ ଆବେଦନ - ବରଗଡ଼ ଧନୁୟାତ୍ରା ମହୋତ୍ସବ ୨୦୨୫-୨୬ | #780001 | 17-10-2025 | Download |