ଧନୁଯାତ୍ରାର କୋଷ୍ଠି

ମହୋତ୍ସବର ଜନ୍ମ ଲଗ୍ନ ଏବଂ କିମ୍ବଦନ୍ତୀ କଳାକାର

ଶୁଭାରମ୍ଭ (First Started)

ଶକାବ୍ଦ: ୧୮୭୦
ତିଥି: ପୌଷ ଶୁକ୍ଳ ପ୍ରତିପଦା
ତାରିଖ: ୧୨/୦୧/୧୯୪୮ (ସୋମବାର)
ସମୟ: ମଧ୍ୟାହ୍ନ ୧୨:୦୦
୧୯୪୮ ରୁ ୨୦୦୯ ମଧ୍ୟରେ ୧୪ ବର୍ଷର ବିରତି ରହିଥିଲା।

ମହାନ କଳାକାର

ଦୀର୍ଘ ବର୍ଷ ଧରି ଅଭିନୟ କରିଥିବା କିମ୍ବଦନ୍ତୀ ବ୍ୟକ୍ତିତ୍ୱ

Crown

ଶ୍ରୀ ଗୋପାଳ ସାହୁ (ଇଲି)

ବଲାଙ୍ଗୀର
ଭୂମିକା: କଂସ
୨୩ ବର୍ଷ

ଶ୍ରୀ ଲଳିତ ମୋହନ ପଣ୍ଡା

ତୁରୁଙ୍ଗା
ଭୂମିକା: ଅକ୍ରୂର
୧୭ ବର୍ଷ

ଶ୍ରୀ ନିଗମାନନ୍ଦ ପୂଜାରୀ

ଆମ୍ବପାଲି
ଭୂମିକା: କୃଷ୍ଣ
୭ ବର୍ଷ

ଶ୍ରୀ ମୀନକେତନ ବିର୍ତ୍ତିଆ

ଆମ୍ବପାଲି
ଭୂମିକା: ବଳରାମ
୭ ବର୍ଷ