Plan Your Day

ଆପଣଙ୍କର ଦିନ ଯୋଜନା କରନ୍ତୁ

Day 01

Dhanuyatra Mahotsava

Day 01

Dhanuyatra Mahotsava

Mathuranagari

  • 2 pm: Cultural processions
  • 7 pm: Inauguration ceremony of Dhanuyatra Mahotsav at Rajdarbar (Hatpada) Get direction
  • Devki and Vasudeva's marriage at Ramji temple Get direction
  • Daivavani
  • Kansa ascends the throne by overthrowing Ugrasen (Hatpada) Get direction
  • Devaki and Vasudeva sent to jail (Samleswari Kalyan Mandap) Get direction
  • ମଥୁରାନଗରୀ

  • ଦୁପର ୨ଟା: ସାଂସ୍କୃତିକ ପ୍ରଦର୍ଶନ
  • ସଂଧ୍ୟା ୭ଟା: ରାଜଦରବାରରେ (ହାଟପଡା) ଧନୁଯାତ୍ରା ମହୋତ୍ସବର ଉଦ୍‌ଘାଟନ ସମାରୋହ ଦିଗ ଦେଖନ୍ତୁ
  • ରାମଜୀ ମନ୍ଦିରରେ ଦେବକୀ ଓ ବସୁଦେବଙ୍କ ବିବାହ ଦିଗ ଦେଖନ୍ତୁ
  • ଦୈବବାଣୀ
  • ଉଗ୍ରସେନଙ୍କୁ ହଟାଇ କଂଶ ରାଜସିଂହାସନରେ ଆସନ ଗ୍ରହଣ କରନ୍ତି (ହାଟପଡା) ଦିଗ ଦେଖନ୍ତୁ
  • ଦେବକୀ ଓ ବସୁଦେବଙ୍କୁ କାରାଗାରରେ ପଠାଯାଏ (ସମ୍ଲେଶ୍ୱରୀ କଳ୍ୟାଣ ମନ୍ଦପ) ଦିଗ ଦେଖନ୍ତୁ
  • Day 02

    Dhanuyatra Mahotsava

    ଦିନ ୦୨

    ଧନୁଯାତ୍ରା ମହୋତ୍ସବ

    Mathuranagari

  • 6 pm: Inauguration of Rangmahal (Lokmandap Ground) Get direction
  • Sri Krishna was born in the prison at Samaleswari Mandap at night. Get direction
  • Vasudeva's trip to Goppur with Sri Krishna
  • Meet with Ugrasen
  • Return to Mathura with Bijulikanya
  • Kansa's battle with the demon's (Rajdarbar, Hatpada) Get direction
  • Challenge to Chanur-Mustik
  • Gopapura

  • Vasudeva's entry into Goppur with Sri Krishna and their return to Mathura with Bijulikanya.
  • ମଥୁରାନଗରୀ

  • ସଂଧ୍ୟା ୬ଟା: ରଙ୍ଗମହଳର ଉଦ୍‌ଘାଟନ (ଲୋକମଣ୍ଡପ ଗ୍ରାଉଣ୍ଡ) ଦିଗ ଦେଖନ୍ତୁ
  • ରାତିରେ ସମଲେଶ୍ୱରୀ ମଣ୍ଡପରେ କାରାଗାର ମଧ୍ୟରେ ଶ୍ରୀକୃଷ୍ଣଙ୍କ ଜନ୍ମ ହୁଏ। ଦିଗ ଦେଖନ୍ତୁ
  • ଶ୍ରୀକୃଷ୍ଣଙ୍କୁ ସହ ଗୋପପୁରକୁ ବସୁଦେବଙ୍କ ଯାତ୍ରା
  • ଉଗ୍ରସେନ ସହିତ ସାକ୍ଷାତକାର
  • ବିଜୁଳିକନ୍ୟା ସହିତ ମଥୁରାକୁ ଫେରା
  • କଂଶଙ୍କ ରାକ୍ଷସଙ୍କ ସହିତ ଯୁଦ୍ଧ (ରାଜଦରବାର, ହାଟପଡା) ଦିଗ ଦେଖନ୍ତୁ
  • ଚଣ୍ଡୁର-ମୁଷ୍ଟିକଙ୍କୁ ଆହ୍ୱାନ
  • ଗୋପପୁର

  • ଶ୍ରୀକୃଷ୍ଣଙ୍କୁ ସହିତ ବସୁଦେବଙ୍କ ଗୋପପୁରରେ ପ୍ରବେଶ ଓ ବିଜୁଳିକନ୍ୟା ସହିତ ମଥୁରାକୁ ଫେରା।
  • Day 03

    Dhanuyatra Mahotsav

    ଦିନ ୦୩

    ଧନୁଯାତ୍ରା ମହୋତ୍ସବ

    Mathuranagari

  • Kansa Maharaja's visit to Shyameshwar Mahadev Temple, Get direction
  • Entry into prison (Samleswari kalyan mandap), Bijulikanya struck with a stone, divine prophecy Get direction
  • Kansa's counsel in the royal court,
  • Narada's advice,
  • Invocation of Pūtanā and Ṣaḍamall and dispatch to Gopapura.
  • Cultural Programmes

  • Purnanga Odishi Foundation Group BBSR
  • Barapahad Kala Parisad Kanakbira
  • Pampatri Kala Parisad Bargarh
  • Chumku Chuma Bargarh
  • Sana Dance Academy Bargarh
  • Binapani Kala Parisad, Bandupalla, Titagarh
  • Dhalia Khusa, Bargarh
  • Bodhan Sanskrutika Anustan, Tora
  • Maa Karamsani Kala Parisad, Sundargarh
  • Samleswari Kala Parisad, Bargarh
  • Kure Phulra Jhupa, Sahajbahal, Padampur
  • Bharti Kala Parisad, Bargarh
  • Adi Nrutya Sangathan, Kolkata
  • Purlia chhau, Medinipur (West Bengal) E2CC
  • Gopapura

  • Afternoon 4 PM: Inauguration of Nanda Darbar, Nandotsav.
  • Krishna's swing ceremony and Ras Nritya (dance).
  • City procession with Sankirtan along with Krishna's tour of Gopapura.
  • Cultural Programmes

  • Sanchar Achyut Behera & Group
  • Brajeswar Nrutya Kala Sampad, Kumbhari
  • Tihar Kala Parisad, Attabira
  • Balaram Dance Academy, Bargarh
  • Kure Phul, Attabira
  • Smruti Pattanaik and group
  • ମଥୁରାନଗରୀ

  • କଂସ ମହାରାଜାଙ୍କ ଶ୍ୟାମେଶ୍ୱର ମହାଦେବ ଦର୍ଶନ, ଦିଗ ଦେଖନ୍ତୁ
  • କାରାଗୃହ ପ୍ରବେଶ (ସମଲେଶ୍ୱରୀ ମଣ୍ଡପ), ବିଜୁଳିକନ୍ୟାଙ୍କୁ ପାଷାଣରେ ପ୍ରହାର ର, ଦୈବବାଣ ବାଣୀ ଦିଗ ଦେଖନ୍ତୁ
  • ରାଜ ଦରବାରରେ କଂସଙ୍କ ମନ୍ତ୍ରଣା,
  • ନାରଦଙ୍କ ଉପଦେଶ,
  • ପୂତନା-ଷଡ଼ମଲ୍ଲ ଆବାହନ ଓ ଗୋପପୁର ପ୍ରେରଣ ।
  • ସାଂସ୍କୃତିକ କାର୍ଯ୍ୟକ୍ରମ

  • ପୂର୍ଣ୍ଣାଙ୍ଗ ଓଡ଼ିଶୀ ଫାଉଣ୍ଡେସନ ଗ୍ରୁପ ଭୁବନେଶ୍ବର
  • ବାରପାହାଡ କଳା ପରିଷଦ, କନକବିରା
  • ପାମପତ୍ରୀ କଳା ପରିଷଦ, ବରଗଡ
  • ଛୁମକୁ ଛୁମା, ବରଗଡ
  • ସାନ ଡ୍ୟାନ୍ସ ଏକାଡେମୀ, ବରଗଡ
  • ବୀଣାପାଣୀ କଳା ପରିଷଦ, ବାନ୍ଦୁପଲା, ଟିଟିଲାଗଡ଼
  • ଆଳିଆ ଖୁସା, ବରଗଡ
  • ବୋଧନ ସାଂସ୍କୃତିକ ଅନୁଷ୍ଠାନ, ତୋରା
  • ମା କରମସାନି କଳା ପରିଷଦ, ସୁନ୍ଦରଗଡ଼
  • ସମଲେଶ୍ବରୀ କଳା ପରିଷଦ, ବରଗଡ଼
  • କୁରେ ଫୁଲର ଝୁପା, ସାହାଜବାହାଲ, ପଦ୍ମପୁର
  • ଭାରତୀ କଳା ପରିଷଦ, ବରଗଡ
  • ଆଦି ନୃତ୍ୟ ସଂଗଠନ, କୋଲକାତା
  • ପୁରୁଲିଆ ଛଉ, ମେଦିନିପୁର, ପଶ୍ଚିମ ବଙ୍ଗାଲ
  • ଗୋପପୁର

  • ଅପରାହ୍ନ ୪ ଘ : ନନ୍ଦ ଦରବାର ଉଦ୍‌ଘାଟନ, ନନ୍ଦୋତ୍ସବ
  • କୃଷ୍ଣଙ୍କ ଦୋଳିଝୁଲା, ରାସନୃତ୍ୟ
  • ନଗର ସଂକୀର୍ତ୍ତନ ସହ କୃଷ୍ଣଙ୍କ ଗୋପପୁର ଭ୍ରମଣ
  • ସାଂସ୍କୃତିକ କାର୍ଯ୍ୟକ୍ରମ

  • ସଂଚାର ଅଚ୍ୟୁତ ବେହେରା ଓ ଗ୍ରୁପ
  • ବ୍ରଜେଶ୍ଵର ନୃତ୍ୟ କଳା ସଂପଦ, କୁମ୍ଭାରି
  • ତିହାର କଳା ପରିଷଦ, ଅତାବିରା
  • ବଳରାମ ଡ୍ୟାନ୍ସ ଏକାଡେମୀ, ବରଗଡ଼
  • କୁରେ ଫୁଲ, ଅତାବିରା
  • ସ୍କୃତି ପଟ୍ଟନାୟକ ଓ ଗ୍ରୁପ
  • ଦିନ ୦୪

    ଧନୁଯାତ୍ରା ମହୋତ୍ସବ

    Day 04

    Dhanuyatra Mahotsava

    ମଥୁରାନଗରୀ

  • ବାଣାସୁର ପରାଜୟ, ଷଡ଼ମଲ୍ଲଙ୍କ ମୃତ୍ୟୁ ଖବର ପାଇ କଂସର ଶୋକ
  • ରାଣୀ ପଦ୍ମାବତୀଙ୍କ ଧନୁଶ୍ରୀ ଓଷା ପାଇଁ ପ୍ରସ୍ତୁତି,
  • କଂସଙ୍କ ମନ୍ତ୍ରଣା କ୍ରମେ ପୁତନା, ବକା, ଶକଟା, ତୃଣା, ଧେନୁ, ଷଣ୍ଢାସୁର ଆଦିଙ୍କୁ ଗୋପପୁର ପ୍ରେରଣ
  • କଂସଙ୍କ ଦ୍ୱାରା ମୁକ୍ତେଶ୍ୱର ବାବାଙ୍କ ରୁଦ୍ରାଭିଷେକ (ସେଲ୍‌ଟେକ୍ସ ଅଫିସ୍ ପରିସର)
  • ଗୋପପୁର

  • ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଦିଗ ଦେଖନ୍ତୁ
  • କଂସ ପ୍ରେରିତ ପୂତନା, ବକା, ଶକଟା, ତୃଣା, ଧେନୁ, ଷଣ୍ଢାସୁର ଆଦିଙ୍କୁ ବଧ ଓ ସନ୍ଦୋତ୍ସବ ।
  • Mathuranagari

  • Banasura’s defeat and Kansa’s grief upon hearing the death of Shadmalla.
  • Queen Padmavati prepares for the Dhanushree Osha.
  • As per Kansa’s command, demons like Putana, Baka, Sakata, Trina, Dhenu, and Sandhasura are sent to Gopapura.
  • Kansa performs Rudrabhishek at Mukteswar Baba Temple (Celtax Office Premises).
  • Gopapura

  • Childhood plays of Lord Krishna. Get direction
  • Killing of demons sent by Kansa, such as Putana, Baka, Sakata, Trina, Dhenu, and Sandhasura, and subsequent celebrations.
  • ଦିନ ୦୫

    ଧନୁଯାତ୍ରା ମହୋତ୍ସବ

    Day 05

    Dhanuyatra Mahotsava

    ମଥୁରାନଗରୀ

  • ଜରାସନ୍ଧ ସହିତ ଯୁଦ୍ଧ ସହିତ ଯୁଦ୍ଧ ଏବଂ ହେତୀ-ପ୍ରହେତୀଙ୍କ ସହିତ ବିବାହ
  • କଂସ ମହାରାଜଙ୍କ ବ୍ରହ୍ମଚାରୀ ଅଞ୍ଚଳରେ ଦିଗ୍‌ବିଜୟ
  • ରାକ୍ଷସ-ରାକ୍ଷ କ୍ଷସୀଙ୍କ ନିଧନ ଖବର ପାଇ କଂସ ମର୍ମାହତ, ପାରିଷଦ ବର୍ଗଙ୍କ ସହ ଆପାତ ବୈଠକ ।
  • ସାଂସ୍କୃତିକ କାର୍ଯ୍ୟକ୍ରମ

  • ନୁପୁର ଧ୍ବନୀ, ଜଗତ୍ସିଂହପୁର
  • ଜାତୀୟ ଦଳ, ମହାରାଷ୍ଟ୍ର
  • ଜାତୀୟ ଦଳ, ମଧ୍ୟପ୍ରଦେଶ
  • ଜାତୀୟ ଦଳ, ଛତିଶଗଡ
  • ଜାତୀୟ ଦଳ, ମଣିପୁର
  • ଜାତୀୟ ଦଳ, ସଙ୍କରାଭନ, କୋଲକାତା
  • ଜାତୀୟ ଦଳ, ପାୟଲ, କୋଲକାତା
  • ଜୱାନ୍ କ୍ଲବ୍, ସମ୍ବଲପୁର
  • ସବଲ ମୁଖୀ, ଲସ୍ତଲା
  • ହିରାକୁଦ୍ କଳା ପରିଷଦ, ହିରାକୁଦ୍
  • ସଂସ୍କୃତି, ଭବାନୀପାଟଣା
  • ଜୟ ଭୁଏ ଏବଂ ଗ୍ରୁପ୍, ପାଟନାଗଡ
  • ଝୁମର ନୃତ୍ୟ, ସୁନ୍ଦରଗଡ
  • ଜାତୀୟ ଦଳ, ଗୁଜରାଟ
  • ଘୁଙ୍ଗୁରୁ, ବଲାଙ୍ଗୀର
  • ଗୋପପୁର

  • କୃଷ୍ଣ-ବଳରାମଙ୍କ ବଳରାମଙ୍କ ବାଲ୍ୟଲୀଳ ଦିଗ ଦେଖନ୍ତୁ
  • ଯାମକାର୍ଜୁନ ଭଞ୍ଜନ, କାଳୀୟ ଦଳନ ଦିଗ ଦେଖନ୍ତୁ
  • ବିଶ୍ଵରୂପ ଦର୍ଶନ, ଗୋପୀଙ୍କ ଦଧୂବିକା ଦିଗ ଦେଖନ୍ତୁ
  • ସାଂସ୍କୃତିକ କାର୍ଯ୍ୟକ୍ରମ

  • ପାମପତ୍ରି, କେପି, ବରଗଡ
  • ସମଲେଶ୍ବରୀ, କେପି, ବରଗଡ
  • ପଞ୍ଚବାଦ୍ୟ, ଏସ୍.ଜି.କେ, ବରଗଡ
  • ଚୁମ୍କୁ ଚୁମା, ସିଙ୍ଗେନପାଲି
  • ଓଡିଶି ନୁପୁର ଧ୍ବନୀ
  • ଜାତୀୟ ଦଳ, ଛତିଶଗଡ
  • ଜାତୀୟ ଦଳ, ସୁଧୀର
  • Mathuranagari

  • War with Jarasandha and the marriage with Hati-Prahati.
  • Kansa Maharaja's conquest in the Brahmachari region.
  • Kansa, shocked by the news of the demon slayings, holds an urgent meeting with his council.
  • Cultural Programmes

  • Nupur Dhwani, Jagatsinghpur
  • National Team, Maharashtra
  • National Team, Madhya Pradesh
  • National Team, Chattisgarh
  • National Team, Manipur
  • National Team, Sankaravan, Kolkata
  • National Team, Payal, Kolkata
  • Jawan Club, Sambalpur
  • Saval mukhi, Lastala
  • Hirakud Kala Parisad, Hirakud
  • Sanskruti, Bhawanipatna
  • Jay Bhue & Group, Patnagarh
  • Jhumar Dance, Sundergarh
  • National Team, Gujrat
  • Ghungru, Bolangir
  • Gopapura

  • Childhood plays of Krishna and Balarama. Get direction
  • Breaking the Yamalarjuna trees and subduing the serpent Kaliya. Get direction
  • Vision of the cosmic form and the Gopis' butter feast. Get direction
  • Cultural Programmes

  • Pampatri, KP, Bargarh
  • Samleswari, KP, Bargarh
  • Panchabadya, S.G.K, Bargarh
  • Chumku Chuma, Singhenpali
  • Odishi Nupur Dhwani
  • National Team, Chattisgarh
  • National Team, Sudhir
  • ଦିନ ୦୬

    ଧନୁଯାତ୍ରା ମହୋତ୍ସବ

    Day 06

    Dhanuyatra Mahotsava

    ମଥୁରାନଗରୀ

  • ରଙ୍ଗସଭା, ଆସନ୍ନ ଯୁଦ୍ଧ ପ୍ରସ୍ତୁତି ପାଇଁ ରାଜନ୍ୟବର୍ଗଵ ର୍ଗଙ୍କ ସହ ଆଲୋଚନା
  • ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଜନତା ଦରବାର
  • ଶଙ୍ଖଚୂଡ଼କୁ ଗୋପୁର ପ୍ରେରଣ
  • ସାଂସ୍କୃତିକ କାର୍ଯ୍ୟକ୍ରମ

  • ବାରବାଟୀ ଡ଼େନ୍ସ ଏକାଡ଼େମୀ କଟକ
  • ଝଙ୍କାର ମ୍ୟୁଜିକ ପାଟଣାଗଡ଼
  • ସୁର ସଂଗମ, ଲୋଇସିଂହା
  • ସାଇସ୍ୱର୍ଣ୍ଣ କଳାପରିଷଦ ବଲାଙ୍ଗିର
  • ସର୍ଗମ କଳା ପରିଷଦ, ବାମରା
  • ଦୁଲଦୁଲି, ବରଗଡ଼
  • ବଡ଼ଜମ୍ବାନୀ ଛଉ, ବାରିପଦା
  • ଶିବ ପାର୍ବତୀ ଗୋଟିପୁଅ ନୃତ୍ୟ, ପୁରୀ
  • ଦିବ୍ୟ ରୂପା, ବରଗଡ଼
  • ତରଣୀ ଛତର ଓ ଗ୍ରୁପ
  • ଜାତୀୟ - ଆଳାପ ସାହା ଓ ଗ୍ରୁପ, ଅହମଦାବାଦ, ଗୁଜରାଟ
  • ଜାତୀୟ - ପ୍ରେରଣା ଦିବାଙ୍ଗନ ଏଣ୍ଡ ଗ୍ରୁପ, ଛତିଶଗଡ
  • ଜାତୀୟ - ଶୀତଲ ଓ ଗ୍ରୁପ, ମହାରାଷ୍ଟ୍ର
  • ଜାତୀୟ - ସଙ୍ଗୀତା ଭୌମିକ ଓ ଗ୍ରୁପ, କୋଲକାତା
  • ଜାତୀୟ - ପାୟଲ ଡ୍ୟାନ୍ସ ଗ୍ରୁପ, କୋଲକାତା
  • ଜାତୀୟ - ମିକି ସିଂହ ଓ ଗ୍ରୁପ, ମଣିପୁର
  • ଉଦିୟା ଜହ୍ନ କଳା ପରିଷଦ, ମାନି ଗାଁ, ଟିଟିଲାଗଡ଼
  • ଗୋପପୁର

  • ଗୋପୀଙ୍କ ଦଧୂବିକା ଓ ବସ୍ତ୍ରହରଣ । ଦିଗ ଦେଖନ୍ତୁ
  • ସାଂସ୍କୃତିକ କାର୍ଯ୍ୟକ୍ରମ

  • ଓଡ଼ିଶୀ-କାଜଲ ରାଓ ଓ ଗ୍ରୁପ, କଟକ
  • ସାନ ଡ୍ୟାନ୍ସ ଏକାଡେମୀ, ବରଗଡ଼
  • ତଳିଆ ଖୁସା, ବରଗଡ଼
  • ଶତୁଘ୍ନ ଓ ଗ୍ରୁପ, ଅଇଁଲା ପାଲି
  • ଗୋଟିପୁଅ, କୃଷ୍ଣ ଚନ୍ଦ୍ର ନାୟକ
  • ଜାତୀୟ ମଣିପୁର
  • ଜାତୀୟ ଛତିଶଗଡ
  • Mathuranagari

  • Discussion with the royal council in preparation for the impending battle.
  • Public court with administrative officials.
  • Shankhachuda's dispatch to Gopura.
  • Cultural Programmes

  • Barbati Dance Academy, Cuttack
  • Jhankar Music, Patnagarh
  • Sur Sangam, Loisingha
  • Saiswarna Kala Parisad, Balangir
  • Sargam Kala Parisad, Bamra
  • Dulduli, Bargarh
  • Badjambani Chaau, Baripada
  • Shiva Parvati Goti Pua Dance, Puri
  • Divya Rupa, Bargarh
  • Tarani Chhattar and Group
  • National - Alap Saha and Group, Ahmedabad, Gujarat
  • National - Prerana Divangana & Group, Chattisgarh
  • National - Sital & Group, Maharashtra
  • National - Sangeeta Bhoumik & Group, Kolkata
  • National - Payal Dance Group, Kolkata
  • National - Miki Singh & Group, Manipur
  • Udia jahn Kala Parisad, Manigaon, Titagarh
  • Gopapura

  • Gopis' butter feast and the disrobing of Draupadi. Get direction
  • Cultural Programmes

  • Odissi-Kajal Rao & Group, Cuttack
  • Sana Dance Academy, Bargarh
  • Dhalia Khusa, Bargarh
  • Shatughan and Group, AnilaPali
  • Gotipua, Krishna Chandra Nayak
  • National Manipur
  • National Chhattisgarh
  • ଦିନ ୦୭

    ଧନୁଯାତ୍ରା ମହୋତ୍ସବ

    Day 07

    Dhanuyatra Mahotsava

    ମଥୁରାନଗରୀ

  • ଧନୁଯାତ୍ରାକୁ ନାରଦଙ୍କ ପରାମର୍ଶ କ୍ରମେ ଶ୍ରୀକୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ ପାଇଁ ଅକ୍ରୂରଙ୍କୁ ଗୋପପୁର ପ୍ରେରଣ
  • କଂସଙ୍କ ନଗର ଭ୍ରମଣ
  • ହାଟପଦା ଦୁର୍ଗାମନ୍ଦିର ଠାରେ ଦୁର୍ଗାସ୍ତୁତି ଦିଗ ଦେଖନ୍ତୁ
  • ରାଜଦରବାରରେ ନ୍ୟାୟ ବିଚାର
  • ସାଂସ୍କୃତିକ କାର୍ଯ୍ୟକ୍ରମ

  • ନୃତ୍ୟ ଭୂମି, କଟକ
  • ଜାତୀୟ - ଗୁଜରାଟ ଆପଲ୍ ସାହ ଓ ଗ୍ରୁପ, ଭାବନଗର
  • ଜାତୀୟ - ଉତ୍ତରାଖଣ୍ଡ, ମଥୁରା
  • ଜାତୀୟ - ରାଜସ୍ଥାନ, ଜୟପୁର
  • ବାଜାସାଲ, ମାଲାମୁଣ୍ଡା, ବଲାଙ୍ଗୀର
  • ଭବାନୀ କଳା ପରିଷଦ, ପୋଡପାଲି, ବଲାଙ୍ଗୀର
  • ଢୋଲ ମହୁରୀ, ନୁଆପଡା
  • ପ୍ରତିଭା, ଭବାନୀପାଟଣା
  • ଭାରତୀ କଳା ବିକାଶ କେନ୍ଦ୍ର, ବୁର୍ଲା
  • ଘୁଡକା - ଉମା ବେହେରା, ବଲାଙ୍ଗୀର
  • ରାୟଗଡା ଦଳ
  • ପଞ୍ଚବାଦ୍ୟ, ସମ୍ବଲପୁର
  • ଘଣ୍ଟା ପାଟୁଆ ନୃତ୍ୟ, ଜଗତ୍ସିଂହପୁର
  • ନଟରାଜ, ଭବାନୀପାଟଣା
  • ଧାପ, ଉତ୍କଳ କଳା କେନ୍ଦ୍ର, ଟିଟଲାଗଡ
  • ଗୋପପୁର

  • ଗୋପୀଙ୍କ ଦଧୁବିକା ଓ ରାଧା-କୃଷ୍ଣଙ୍କ ନାଚକେଳୀ (ବରଗଡ଼ ମନାବନ୍ଧ) ଦିଗ ଦେଖନ୍ତୁ
  • ଶଙ୍ଖଚୁଡ଼ ବଧ ଦିଗ ଦେଖନ୍ତୁ
  • ନନ୍ଦ ଦରବାରରେ ବିଭିନ୍ନ କାର୍ଯ୍ୟକ୍ରମ ଦିଗ ଦେଖନ୍ତୁ
  • ସାଂସ୍କୃତିକ କାର୍ଯ୍ୟକ୍ରମ

  • ସମ୍ବଲପୁରୀ ନୃତ୍ୟ, ବୋଧନ, ତୋରା
  • ସମ୍ବଲପୁରୀ ନୃତ୍ୟ, ହିରାକୁଦ୍ କେ.ପି ଟୋପେ
  • ଘୁଡକା ନୃତ୍ୟ, ଜୟ ମା ଦୁର୍ଗା କେ.ପି, ମାରିବାହଲ୍, ବରଗଡ
  • ଛଉ ଡ୍ୟାନ୍ସ, ବରିପଦା
  • ଓଡିଶୀ, ମୋନାଲିଶା ଓଝା ଏବଂ ଗ୍ରୁପ୍, କଟକ
  • ଜାତୀୟ - ଗୁଜୁରାଟ
  • Mathuranagari

  • Following the advice of Narada, Akrura is sent to Gopapura to invite Krishna and Balarama to Dhanuyatra.
  • Kansa’s City Tour
  • Durga Stuti at Hatpada Durga Mandir. Get direction
  • Justice hearings at the royal court.
  • Cultural Programmes

  • Nrutya Bhoomi, Cuttack
  • National - Gujrat Apal Sah & Group, Bhavnagar
  • National - Uttrakhand, Mathura
  • National - Rajasthan, Jaypur
  • Bazasal, Malamunda, Bolangir
  • Bhavani Kala Parisad, Podhpali, Bolangir
  • Dhol Mahuri, Nuapada
  • Prativa, Bhawanipatna
  • Bharati Kala Vikash Kendra, Burla
  • Ghudka - Uma Behera, Bolangir
  • Raigada Team
  • Panchabadya, Sambalpur
  • Ghanta Patua Nrutya, Jagatsinghpur
  • Natraj, Bhawanipatna
  • Dhap, Utkal Kala Kendra, Titagarh
  • Gopapura

  • Gopis' butter feast and the dance of Radha and Krishna (Baragarh Manabandh). Get direction
  • Slaying of Shankachuda. Get direction
  • Various events at Nanda's court. Get direction
  • Cultural Programmes

  • Sambalpuri Nrutya, Bodhan, Tora
  • Sambalpuri Dance, Hirakud K.P Tope
  • Ghudka Dance, Jai Maa Durga K.P Maribahal, Bargarh
  • Chhau Dance, Baripada
  • Odishi, Monalisha Ojha & Group, Cuttack
  • Sabda Nrutya, Bhuban Bhoi & Bhagwan Parthy
  • ଦିନ ୦୮

    ଧନୁଯାତ୍ରା ମହୋତ୍ସବ

    Day 08

    Dhanuyatra Mahotsava

    ମଥୁରାନଗରୀ

  • ଶ୍ରୀକୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ ପାଇଁ ଅକ୍ରୁରଙ୍କ ଗୋପପୁର ଗମନ
  • ଇନ୍ଦ୍ରଙ୍କ ସହିତ ଯୁଦ୍ଧ ଓ ବନ୍ଦୀ
  • ଯମପୁର ଆକ୍ରମଣ
  • କଂସଙ୍କ ନଗର ଭ୍ରମଣ
  • ସାଂସ୍କୃତିକ କାର୍ଯ୍ୟକ୍ରମ

  • ଆଲୋକ ପଣ୍ଡା ଏବଂ ଗ୍ରୁପ୍ ସମ୍ବଲପୁର
  • ହିରାଖଣ୍ଡ କଳା ପରିଷଦ ଟୋପେ
  • ମୟୂରୀ ସୁନ୍ଦରଗଡ
  • ଶ୍ରୀମନ୍ମୟୀ ଭବାନୀପାଟଣା
  • B.S.A କେସିଙ୍ଗା |(ସରକାରୀ)
  • ରୋଜ୍ ଟ୍ରି ଇନଷ୍ଟିଚ୍ୟୁଟ୍ କଟକ
  • ଜାତୀୟ- ଉତ୍ତରପ୍ରଦେଶ ମଥୁରା
  • ଜାତୀୟ- ରାଜସ୍ଥାନ ଜୟପୁର
  • ଜାତୀୟ- କୋଲକାତା (ସୋମା କୁଣ୍ଡା)
  • ସମ୍ବଲପୁରୀ ସଂସ୍କୃତ ଅନୁଷ୍ଟାନ୍ SAP
  • ଜିଗ୍ ଜାଗ୍ କେ.ପି ହିରାକୁଦ୍
  • ନୃତ୍ୟ ଡମ୍ପାନ୍ BBSR
  • ପାଦମପୁର ସଂଗୀତ ସମିତି
  • ଗୁରୁକୁଳ ଏକାଡେମୀ, ବରଗଡ
  • ବିନ୍ଦୁ ମଲ୍ଲିକଙ୍କ ଦ୍ୱାରା କମେଡି
  • ଗୋପପୁର

  • ଶ୍ରୀକୃଷ୍ଣଙ୍କ ଗିରି ଗୋବଦ୍ଧନ ଧାରଣ ଦିଗ ଦେଖନ୍ତୁ
  • ଅକ୍ରୁରଙ୍କ ଗୋପପୁର ପ୍ରବେଶ
  • ଯମୁନା ନଈରେ ଶ୍ରୀକୃଷ୍ଣଙ୍କ ପାଦଚିହ୍ନ ଦର୍ଶନ ଦିଗ ଦେଖନ୍ତୁ
  • କୃଷ୍ଣ-ବଳରାମଙ୍କ ସହ ଅକ୍ରୂରଙ୍କ ସାକ୍ଷାତ
  • ସାଂସ୍କୃତିକ କାର୍ଯ୍ୟକ୍ରମ

  • ଓଡିଶୀ
  • ଶବ୍ଦ ନୃତ୍ୟ
  • ଦିଲୀପ ସୁନା
  • ହିରାକୁଦ୍ କେ.ପି
  • ରୋଜ ଟ୍ରି ପ୍ରତିଷ୍ଠାନ
  • ଜାତୀୟ ପଞ୍ଜାବ
  • Mathuranagari

  • Akrura's journey to Gopapura to invite Krishna and Balarama.
  • Battle with Indra and imprisonment.
  • Attack on Yamapura.
  • Kansa’s City Tour
  • Cultural Programmes

  • Alok Panda and Group Sambalpur.
  • Hirakhand kala Parisad Tope.
  • Mayuri Sundargarh
  • Mrunmayee Bhawanipatna
  • B.S.A Kesinga (Govt)
  • Rose Tree Institute Cuttack
  • National- Uttar Pradesh Mathura.
  • National- Rajasthan Jaipur.
  • National- Kolkata (Soma Kunda)
  • Sambalpuri Sanskrutika Anusthan SAP
  • Zig Zag KP Hirakud
  • Nrutya Dampan- BBSR
  • Padampur Sangeet Samittee
  • Gurukul Academy, Bargarh.
  • Comedy by Bindu Mallick.
  • Gopapura

  • Krishna lifts the Giriraj (Govardhan Hill). Get direction
  • Akrura's entry into Gopapura.
  • Darshan of Krishna's footprints at Yamuna riverbank. Get direction
  • Meeting of Akrura with Krishna and Balarama.
  • Cultural Programmes

  • Odishi
  • Sabdda Nrutya
  • Dillip Suna
  • Hirakud K.P
  • Rose Tree Institute
  • National Punjab
  • ଦିନ ୦୯

    ଧନୁଯାତ୍ରା ମହୋତ୍ସବ

    Day 09

    Dhanuyatra Mahotsava

    ମଥୁରାନଗରୀ

  • ମଥୁରା ଆମ୍ରବନ (ଗୋବିନ୍ଦପାଲି ହନୁମାନ ମନ୍ଦିର ପ୍ରାଙ୍ଗଣ)ରେ ଶ୍ରୀକୃଷ୍ଣ ଭକ୍ତିରେ ନିମଗ୍ନ ମୁନି-ଋଷିଙ୍କ ଉପରେ କଂସର ଅତ୍ୟାଚାର ଦିଗ ଦେଖନ୍ତୁ
  • ରୁଦ୍ରଶୂକ ପ୍ରାପ୍ତି
  • ଶିବ ତାଣ୍ଡବ
  • କୃଷ୍ଣ-ବଳରାମଙ୍କ ମଥୁରାରେ ପ୍ରବେଶ
  • ଗୋପପୁର

  • କୃଷ୍ଣ-ବଳରାମଙ୍କ ବିଦାୟ ଉତ୍ସବ (ଆମ୍ବାପାଳି ଚକ୍କ) ଓ ଗୋପୀମାନଙ୍କ ବିଳାପ ଦିଗ ଦେଖନ୍ତୁ
  • କୃଷ୍ଣ-ବଳରାମଙ୍କୁ ଧରି ଅକ୍ରୁରଙ୍କ ମଥୁରା ଅଭିମୁଖେ ଯାତ୍ରା
  • Mathuranagari

  • In Mathura Amravan (Govindpali Hanuman Mandir), Kansa's cruelty on the devoted monks and sages immersed in Krishna bhakti. Get direction
  • Rudrashook's arrival.
  • Shiva's Tandav dance.
  • Krishna and Balarama's entry into Mathura.
  • Gopapura

  • Krishna and Balarama's farewell festival (Ambapali chowk) and the Gopis' lament. Get direction
  • Akrura taking Krishna and Balarama on a journey to Mathura.
  • ଦିନ ୧୦

    ଧନୁଯାତ୍ରା ମହୋତ୍ସବ

    Day 10

    Dhanuyatra Mahotsava

    ମଥୁରାନଗରୀ

  • କଂସ ମହାରାଜାଙ୍କ ଦିଗ୍‌ବିଜୟ (ରଙ୍ଗମହଳ, ନିଶାମଣି ମଇଦାନ) ଦିଗ ଦେଖନ୍ତୁ
  • କୃଷ୍ଣ-ବଳରାମଙ୍କ ହତ୍ୟା ପାଇଁ କଂସଙ୍କ ଯୋଜନା ପ୍ରସ୍ତୁତି
  • କଂସର ଛାୟା, କଂସର ସ୍ବପ୍ନ
  • କୃଷ୍ଣ-ବଳରାମଙ୍କ ସୁଦାମା ମାଳି ଓ ରଜକଙ୍କ ସହ ସାକ୍ଷାତ (ଖଜୁରଟିକରା ଜଗନ୍ନାଥ ମନ୍ଦିର) ଦିଗ ଦେଖନ୍ତୁ
  • ଉପଜିଲ୍ଲାପାଳଙ୍କ ଭବନରେ କୃଷ୍ଣ-ବଳରାମଙ୍କ ପୂଜାର୍ଚ୍ଚନା ଦିଗ ଦେଖନ୍ତୁ
  • କାଳୀ ମନ୍ଦିରରେ କୁବୁଜା ଉଦ୍ଧାର ଦିଗ ଦେଖନ୍ତୁ
  • କୃଷ୍ଣ-ବଳରାମଙ୍କ ନଗର ଭ୍ରମଣ ଏବଂ ବୃନ୍ଦାବନ ଗୃହେ ବିଶ୍ରାମ
  • Mathuranagari

  • Kansa Maharaja's victory over directions. (Rangmahal,Nishamani field) Get direction
  • Kansa's plan to kill Krishna and Balarama.
  • Kansa's shadow, Kansa's dream.
  • Krishna and Balarama's encounter with Sudama the gardener and Rajaka. (Khajurtikra Jagannath Mandir) Get direction
  • Krishna and Balarama's worship at the Upazillapal's mansion. Get direction
  • Rescue of Kubja at Kali Mandir. Get direction
  • Krishna and Balarama's city tour and rest at Vrindavan house.
  • ଦିନ ୧୧

    ଧନୁଯାତ୍ରା ମହୋତ୍ସବ

    Day 11

    Dhanuyatra Mahotsava

    ମଥୁରାନଗରୀ

  • କୃଷ୍ଣ-ବଳରାମଙ୍କ ମଥୁରା ଭ୍ରମଣ
  • ଗୋବିନ୍ଦପାଲି ବିବେକାନନ୍ଦ ଛକ ଠାରେ କୃଷ୍ଣ-ବଳରାମଙ୍କୁ ସ୍ବାଗତୋତ୍ସବ କୁବଳୟା ବଧ ଦିଗ ଦେଖନ୍ତୁ
  • ଅଷ୍ଟମଲ୍ଲ ବଧ
  • ଶିବଧନୁ ଭଗ୍ନ
  • କଂସ ବଧ ଦିଗ ଦେଖନ୍ତୁ
  • ଉଗ୍ରସେନଙ୍କ ରାଜ୍ୟାଭିଷେକ
  • Mathuranagari

  • Krishna and Balarama's tour of Mathura.
  • Welcome festival for Krishna and Balarama at Govindpali Vivekananda Square, Kumbhadhwaja killing. Get direction
  • Ashtamall Killing.
  • Breaking of Shiva's bow.
  • Killing of Kansa. Get direction
  • Coronation of Ugrasena.