President, Dhanuyatra Mahotsava Samitee, Bargarh
Notices
Mythological Background
Characters
View all
Kansa
Son of Ugrasena
A cruel ruler who imprisoned his own sister, Kansa is a significant antagonist in Krishna's story.
Krishna
Son of Vasudeva
The divine hero known for his wisdom and bravery, Krishna defeated Kansa.
Balaram
Krishna's Brother
Balaram, a strong and loyal companion, is Krishna's elder brother.
Radha
Krishna's beloved
Radha is Krishna's eternal love and a symbol of devotion.
Plan Your Day
ଆପଣଙ୍କର ଦିନ ଯୋଜନା କରନ୍ତୁ
Day 01
Dhanuyatra Mahotsava
ଦିନ ୦୧
ଧନୁଯାତ୍ରା ମହୋତ୍ସବ
Mathuranagari
2 PM: Cultural Procession
7 PM: Inauguration ceremony at Rajdarbar (Hatpada) Get direction
Marriage of Devaki and Vasudeva at Ramji Mandir
Divine Voice (Daivavani), Kansa dethrones Ugrasena and ascends the throne
Devaki and Vasudeva sent to prison
ମଥୁରାନଗରୀ
ଦିବା ୨ଘ. ସାଂସ୍କୃତିକ ଶୋଭାଯାତ୍ରା
ସନ୍ଧ୍ୟା ୭ଘ : ରାଜଦରବାର (ହାଟପଦା)ରେ ଧନୁଯାତ୍ରା ମହୋତ୍ସବ ଉଦ୍ଘାଟନ ସମାରୋହ ଦିଗ ଦେଖନ୍ତୁ
ରାମଳୀ ମନ୍ଦିରରେ ଦେବକୀ ଓ ବସୁଦେବଙ୍କ ବିବାହ, ଦୈବବାଣୀ
ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସଙ୍କ ସିଂହାସନ ଆରୋହଣ
ଦେବକୀ ଓ ବସୁଦେବଙ୍କୁ କାରାଗାର ପ୍ରେରଣ
Day 02
Dhanuyatra Mahotsava
ଦିନ ୦୨
ଧନୁଯାତ୍ରା ମହୋତ୍ସବ
Mathuranagari
6 PM: Inauguration of Rangamahal (Lokamandap Ground)
Birth of Lord Krishna at the prison (Samaleswari Mandap) at night
Vasudeva's journey to Gopapura with Krishna
Meeting with Ugrasena
Return to Mathura with Bijuli Kanya
Kansa's battle with Durmila demon - Durmila killed
Invocation of Chanura and Mustika
Gopapura
Vasudeva enters Gopapura with Lord Krishna
ମଥୁରାନଗରୀ
ସନ୍ଧ୍ୟା ୬ଘ. : ରଙ୍ଗମହଲ (ଲୋକମଣ୍ଡପ ପଡ଼ିଆ)ର ଉଦ୍ଘାଟନ
ରାତିରେ ସମଲେଶ୍ବରୀ ମଣ୍ଡପସ୍ଥିତ କାରାଗାରରେ ଶ୍ରୀକୃଷ୍ଣ ଜନ୍ମ
ଶ୍ରୀକୃଷ୍ଣଙ୍କୁ ନେଇ ବସୁଦେବଙ୍କ ଗୋପପୁର ଯାତ୍ରା
ଉଗ୍ରସେନଙ୍କ ସହ ଭେଟ
ବିଜୁଳିକନ୍ୟା ସହ ମଥୁରାକୁ ପ୍ରତ୍ୟାବର୍ତ୍ତନ
ଦୁର୍ମିଳା ରାକ୍ଷସ ସହ କଂସଙ୍କ ଯୁଦ୍ଧ-ଦୁର୍ମିଳା ରାକ୍ଷସ ନିହତ
ଚାଣୁର-ମୁଷ୍ଟିକଙ୍କୁ ଆବାହନ
ଗୋପପୁର
ଶ୍ରୀକୃଷ୍ଣଙ୍କୁ ନେଇ ବସୁଦେବଙ୍କ ଗୋପପୁରରେ ପ୍ରବେଶ
Day 03
Dhanuyatra Mahotsava
ଦିନ ୦୩
ଧନୁଯାତ୍ରା ମହୋତ୍ସବ
Mathuranagari
Maharaja Kansa visits Shyameswar Mahadev Temple
Entry into prison, striking Bijuli Kanya on the rock, Divine voice
Kansa's consultation in the Royal Court
Narada's advice
Invocation of Putana and Sadamalla and sending them to Gopapura
Gopapura
4 PM: Inauguration of Nanda Darbar, Nandotsav
Krishna's cradle swinging, Raas dance
City procession with Sankirtan along with Krishna's tour of Gopapura
ମଥୁରାନଗରୀ
କଂସ ମହାରାଜାଙ୍କ ଶ୍ୟାମେଶ୍ୱର ମହାଦେବ ଦର୍ଶନ
କାରାଗୃହ ପ୍ରବେଶ, ବିଜୁଳିକନ୍ୟାଙ୍କୁ ଶିଳାରେ ପ୍ରହାର, ଦୈବବାଣୀ
ରାଜ ଦରବାରରେ କଂସଙ୍କ ମନ୍ତ୍ରଣା
ନାରଦଙ୍କ ଉପଦେଶ
ପୂତନା-ଷଡ଼ମଲ୍ଲ ଆବାହନ ଓ ଗୋପପୁର ପ୍ରେରଣ
ଗୋପପୁର
ଅପରାହ୍ନ ୪ ଘ : ନନ୍ଦ ଦରବାର ଉଦ୍ଘାଟନ, ନନ୍ଦୋତ୍ସବ
କୃଷ୍ଣଙ୍କ ଦୋଳିଝୁଲା, ରାସନୃତ୍ୟ
ନଗର ସଂକୀର୍ତ୍ତନ ସହ କୃଷ୍ଣଙ୍କ ଗୋପପୁର ଭ୍ରମଣ
Day 04
Dhanuyatra Mahotsava
ଦିନ ୦୪
ଧନୁଯାତ୍ରା ମହୋତ୍ସବ
Mathuranagari
Defeat of Banasura, Kansa grieves over the death of Sadamalla
Preparations for Queen Padmavati's Dhanushri Osha
Rudrabhishek of Mukteshwar Baba by Kansa (Celtax Office Premises)
Gopapura
Childhood Leelas of Lord Krishna
Killing of Putana, Baka, Sakata, Truna, Dhenu, and Sandhasura sent by Kansa
Nandotsav
ମଥୁରାନଗରୀ
ବାଣାସୁର ପରାଜୟ, ଷଡ଼ମଲ୍ଲଙ୍କ ମୃତ୍ୟୁ ଖବର ପାଇ କଂସର ଶୋକ
ରାଣୀ ପଦ୍ମାବତୀଙ୍କ ଧନୁଶ୍ରୀ ଓଷା ପାଇଁ ପ୍ରସ୍ତୁତି
କଂସଙ୍କ ଦ୍ୱାରା ମୁକ୍ତେଶ୍ୱର ବାବାଙ୍କ ରୁଦ୍ରାଭିଷେକ (ସେଲ୍ଟେକ୍ସ ଅଫିସ୍ ପରିସର)
ଗୋପପୁର
ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା
କଂସ ପ୍ରେରିତ ପୂତନା, ବକା, ଶକଟା, ତୃଣା, ଧେନୁ, ଷଣ୍ଢାସୁର ଆଦିଙ୍କୁ ବଧ ଓ ନନ୍ଦୋତ୍ସବ
Day 05
Dhanuyatra Mahotsava
ଦିନ ୦୫
ଧନୁଯାତ୍ରା ମହୋତ୍ସବ
Mathuranagari
Kansa's war with Jarasandha and marriage with Heti-Praheti
Maharaja Kansa's conquest in Brahmachari area
Kansa saddened by news of demons' death, emergency meeting with council
Gopapura
Childhood Leelas of Krishna and Balarama
Breaking of Yamalarjuna trees, Taming of Kaliya (Kaliya Dalana)
Viswarupa Darshan, Gopis selling curd
ମଥୁରାନଗରୀ
ଜରାସନ୍ଧ ସହିତ କଂସଙ୍କ ଯୁଦ୍ଧ ଏବଂ ହେତୀ-ପ୍ରହେତୀଙ୍କ ସହିତ ବିବାହ
କଂସ ମହାରାଜଙ୍କ ବ୍ରହ୍ମଚାରୀ ଅଞ୍ଚଳରେ ଦିଗ୍ ବିଜୟ
ରାକ୍ଷସ-ରାକ୍ଷସୀଙ୍କ ନିଧନ ଖବର ପାଇ କଂସ ମର୍ମାହତ, ପାରିଷଦ ବର୍ଗଙ୍କ ସହ ଆପାତ ବୈଠକ
ଗୋପପୁର
କୃଷ୍ଣ-ବଳରାମଙ୍କ ବାଲ୍ୟଲୀଳା
ଯାମଳାର୍ଜୁନ ଭଞ୍ଜନ, କାଳୀୟ ଦଳନ
ବିଶ୍ବରୂପ ଦର୍ଶନ, ଗୋପୀଙ୍କ ଦଧୁବିକା
Day 06
Dhanuyatra Mahotsava
ଦିନ ୦୬
ଧନୁଯାତ୍ରା ମହୋତ୍ସବ
Mathuranagari
Rangasabha, discussion with royals for upcoming war preparations
Janata Darbar (Public Court) with administrative officials
Sending Shankhachuda to Gopapura
Gopapura
Gopis selling curd and Bastra Haran (Stealing of clothes)
ମଥୁରାନଗରୀ
ରଙ୍ଗସଭା, ଆସନ୍ନ ଯୁଦ୍ଧ ପ୍ରସ୍ତୁତି ପାଇଁ ରାଜନ୍ୟବର୍ଗଙ୍କ ସହ ଆଲୋଚନା
ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଜନତା ଦରବାର
ଶଙ୍ଖଚୂଡ଼ଙ୍କୁ ଗୋପପୁର ପ୍ରେରଣ
ଗୋପପୁର
ଗୋପୀଙ୍କ ଦଧୁବିକା ଓ ବସ୍ତ୍ରହରଣ
Day 07
Dhanuyatra Mahotsava
ଦିନ ୦୭
ଧନୁଯାତ୍ରା ମହୋତ୍ସବ
Mathuranagari
Following Narada's advice, Akrura is sent to Gopapura to invite Krishna-Balarama
Kansa's City Tour
Durga Stuti at Hatpada Durga Mandir
Justice hearings at the Royal Court
Gopapura
Gopis selling curd and Radha-Krishna's dance (Bargarh Manabandha)
Slaying of Shankachuda
Various events at Nanda's court
ମଥୁରାନଗରୀ
ଧନୁଯାତ୍ରାକୁ ନାରଦଙ୍କ ପରାମର୍ଶ କ୍ରମେ ଶ୍ରୀକୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ ପାଇଁ ଅକ୍ରୂରଙ୍କୁ ଗୋପପୁର ପ୍ରେରଣ
କଂସଙ୍କ ନଗର ଭ୍ରମଣ
ହାଟପଦା ଦୁର୍ଗାମନ୍ଦିର ଠାରେ ଦୁର୍ଗାସ୍ତୁତି
ରାଜଦରବାରରେ ନ୍ୟାୟ ବିଚାର
ଗୋପପୁର
ଗୋପୀଙ୍କ ଦଧୁବିକା ଓ ରାଧା-କୃଷ୍ଣଙ୍କ ନାଚକେଳୀ (ବରଗଡ଼ ମନାବନ୍ଧ)
ଶଙ୍ଖଚୂଡ଼ ବଧ
ନନ୍ଦ ଦରବାରରେ ବିଭିନ୍ନ କାର୍ଯ୍ୟକ୍ରମ
Day 08
Dhanuyatra Mahotsava
ଦିନ ୦୮
ଧନୁଯାତ୍ରା ମହୋତ୍ସବ
Mathuranagari
Akrura leaves for Gopapura to invite Krishna-Balarama
War with Indra and capturing him
Attack on Yamapura
Kansa's City Tour
Gopapura
Lord Krishna lifts Govardhan Giri
Akrura enters Gopapura
Seeing Krishna's footprints in Yamuna river
Akrura meets Krishna-Balarama
ମଥୁରାନଗରୀ
ଶ୍ରୀକୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ ପାଇଁ ଅକ୍ରୁରଙ୍କ ଗୋପପୁର ଗମନ
ଇନ୍ଦ୍ରଙ୍କ ସହିତ ଯୁଦ୍ଧ ଓ ବନ୍ଦୀ
ଯମପୁର ଆକ୍ରମଣ
କଂସଙ୍କ ନଗର ଭ୍ରମଣ
ଗୋପପୁର
ଶ୍ରୀକୃଷ୍ଣଙ୍କ ଗିରି ଗୋବଦ୍ଧନ ଧାରଣ
ଅକ୍ରୂରଙ୍କ ଗୋପପୁର ପ୍ରବେଶ
ଯମୁନା ନଈରେ ଶ୍ରୀକୃଷ୍ଣଙ୍କ ପାଦଚିହ୍ନ ଦର୍ଶନ
କୃଷ୍ଣ-ବଳରାମଙ୍କ ସହ ଅକ୍ରୂରଙ୍କ ସାକ୍ଷାତ
Day 09
Dhanuyatra Mahotsava
ଦିନ ୦୯
ଧନୁଯାତ୍ରା ମହୋତ୍ସବ
Mathuranagari
Kansa's atrocities on sages immersed in Krishna devotion
Obtaining Rudrashuka
Shiva Tandav
Krishna and Balarama enter Mathura
Gopapura
Farewell ceremony of Krishna-Balarama and Gopis' lament
Akrura departs for Mathura taking Krishna and Balarama
ମଥୁରାନଗରୀ
ଶ୍ରୀକୃଷ୍ଣ ଭକ୍ତିରେ ନିମଗ୍ନ ମୁନି- ଋଷିଙ୍କ ଉପରେ କଂସଙ୍କ ଅତ୍ୟାଚାର (ଗୋବିନ୍ଦପାଲି ହନୁମାନ ମନ୍ଦିର)
ରୁଦ୍ରଶୂକ ପ୍ରାପ୍ତି
ଶିବ ତାଣ୍ଡବ
କୃଷ୍ଣ-ବଳରାମଙ୍କ ମଥୁରାରେ ପ୍ରବେଶ
ଗୋପପୁର
କୃଷ୍ଣ-ବଳରାମଙ୍କ ବିଦାୟ ଉତ୍ସବ ଓ ଗୋପୀମାନଙ୍କ ବିଳାପ
କୃଷ୍ଣ-ବଳରାମଙ୍କୁ ଧରି ଅକ୍ରୂରଙ୍କ ମଥୁରା ଅଭିମୁଖେ ଯାତ୍ରା
Day 10
Dhanuyatra Mahotsava
ଦିନ ୧୦
ଧନୁଯାତ୍ରା ମହୋତ୍ସବ
Mathuranagari
Maharaja Kansa's conquest (Digvijay)
Kansa's plan to kill Krishna and Balarama
Kansa's shadow, Kansa's dream
Krishna-Balarama meet Sudama Mali and Rajaka (Washerman)
Salvation of Kubuja at Kali Mandir
City tour of Krishna-Balarama and rest at Brundaban
ମଥୁରାନଗରୀ
କଂସ ମହାରାଜାଙ୍କ ଦିଗ୍ବିଜୟ
କୃଷ୍ଣ-ବଳରାମଙ୍କ ହତ୍ୟା ପାଇଁ କଂସଙ୍କ ଯୋଜନା ପ୍ରସ୍ତୁତି
କଂସର ଛାୟା, କଂସର ସ୍ବପ୍ନ
କୃଷ୍ଣ-ବଳରାମଙ୍କ ସୁଦାମା ମାଳି ଓ ରଜକଙ୍କ ସହ ସାକ୍ଷାତ
କାଳୀ ମନ୍ଦିରରେ କୁବୁଜା ଉଦ୍ଧାର
କୃଷ୍ଣ-ବଳରାମଙ୍କ ନଗର ଭ୍ରମଣ ଏବଂ ବୃନ୍ଦାବନ ଗୃହେ ବିଶ୍ରାମ
Day 11
Dhanuyatra Mahotsava
ଦିନ ୧୧
ଧନୁଯାତ୍ରା ମହୋତ୍ସବ
Mathuranagari
Krishna-Balarama's tour of Mathura
Welcome ceremony for Krishna-Balarama at Govindpali Vivekananda Chhak
Slaying of Kubalaya and Astamalla
Breaking of Shiva Dhanu, Slaying of Kansa
Coronation of Ugrasena
Closing Ceremony
ମଥୁରାନଗରୀ
କୃଷ୍ଣ-ବଳରାମଙ୍କ ମଥୁରା ଭ୍ରମଣ
ଗୋବିନ୍ଦପାଲି ବିବେକାନନ୍ଦ ଛକ ଠାରେ କୃଷ୍ଣ-ବଳରାମଙ୍କୁ ସ୍ବାଗତୋତ୍ସବ
କୁବଳୟା ବଧ, ଅଷ୍ଟମଲ୍ଲ ବଧ
ଶିବଧନୁ ଭଗ୍ନ, କଂସ ବଧ
ଉଗ୍ରସେନଙ୍କ ରାଜ୍ୟାଭିଷେକ
ଉଦ୍ଯାପନୀ ଉତ୍ସବ